ବାଲିଗୁଡା ସିତାପଡି ଠାରେ ଟ୍ରକ ଦୁର୍ଘଟଣା ଚାଳକ ଗୁରୁତର, ଏହି ଘଟଣା ଟି ଶୁକ୍ରବାର ବିଳମ୍ବିତ ରଖତି ରେ ହଈଥିବା ବେଳେ ଶୁକ୍ରବାର ଅପରାହ୍ନ 4ଘଣ୍ଟିକା ସମୟରେ ପୁଲିସ ପକ୍ଷରୁ ସୁଚନା ମିଳିଛି, ସୁଚନା ମୁତାବକ ବିଳମ୍ବିତ ରାତିରେ ଏହା ଦୁଘଟଣା ହଇଥିବା ବେଳେ ସକାଳୁ ସକାଳୁ ସ୍ଥାନୀୟ ବାସିନ୍ଦା ଦେଖିବା ପରୣ ଗୁରୁତର ହଇଥିବା ଚାଳକଙ୍କୁ ଉପଖଣ୍ଡ ଚିକିତ୍ସାଳୟ କୁ ନିଆ ଯାଇଥିବା ନେଇ ସୁଚନା ମିଳିଛି ତେବେ ଏନେଇ ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି