ଝାରସୁଗୁଡା: ଝାରସୁଗୁଡା ଝାଡେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଶ୍ରାମ ଗୃହ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
Jharsuguda, Jharsuguda | Sep 6, 2025
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଝାରସୁଗୁଡା ଗସ୍ତରେ ଆସି ଆଜି ସକାଳ ସାଢେ ଆଠଟା ସମୟରେ ଝାରସୁଗୁଡାର...