ବିଭିନ୍ନ ସ୍ଥାନରେ କୁଷ୍ଠ ନିବାରଣ ଦିବସ ପାଳିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଜାନୁଆରୀ ୩୦ ଠାରୁ ଫେବୃଆରୀ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି । ଆଜି ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଆଶା କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସ୍ପର୍ଶ କୁଷ୍ଠ ସଚେତନତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏବଂ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ବିଦ୍ୟାଳୟ , ସମନ୍ୱୟ ଶିଶୁ କଲ୍ୟାଣ ବିଭାଗ କାର୍ଯ୍