କନ୍ଧମାଳ ଜିଲ୍ଲାର ରାଇକିଆରେ ବଣିକ ସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଏ ବର୍ଷ ଧାର୍ମିକ ଉତ୍ସାହର ସହ ମା କାଳୀ ପୂଜା ପାଳନ କରାଯାଇଛି।ସଂଘର ସଭାପତି ପଦ୍ମଚରଣ ପଣ୍ଡା, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା ଙ୍କ ନେତୃତ୍ୱରେ ସମଗ୍ର ପୂଜା କାର୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି.ସଭାପତି ପଦ୍ମଚରଣ ପଣ୍ଡା କହିଛନ୍ତି, “ମା କାଳୀଙ୍କ ପୂଜା ଆମ ସମସ୍ତ ବଣିକ ଭାଇ ଓ ଜନସାଧାରଣଙ୍କ ଏକତାର ପ୍ରତୀକ। ଏହି ଉତ୍ସବ ମାଧ୍ୟମରେ ଆମେ ସାମାଜିକ ସମନ୍ୱୟ ଓ ଭାଇଚାରିର ମନୋଭାବକୁ ଆଗେଇ ନେବାର ସଂକଳ୍ପ ନେଇଛୁ