Public App Logo
Jansamasya
National
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation

ଝାରପୋଖରିଆ: ଖେରୁଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକଙ୍କ ନିଖୋଜ ନେଇ ଅଭିଯୋଗ

ବାଞ୍ଛା ନିଧି ସେଠୀ ନିଖୋଜ ଖଜି ଖଜି ନୟାନ୍ତ ପରିବାର ଆଜି ସକାଳ 7 ଘଟିକା ସମୟରେ ଅବସର ପ୍ରାପ୍ତ ଶିକ୍ଷକ ବାଞ୍ଛାନିଧି ସେଠୀ, ଝାରପୋଖରିଆ ଥାନା ଅନ୍ତର୍ଗତ ଖେରଣା ଗାଁ ରେ ଘର । ସେ ତେଲ ମାଖି ଗାଁ ପୋଖରୀକୁ ଗାଧାଇ ବାକୁ ଯାଇ ଆଉ ଫେରି ନାହାଁନ୍ତି। ତେବେ ପରିବାର ଲୋକେ ଚାରିଆଡେ ଖୋଜି ଖୋଜି ନୟାନ୍ତ ହେଲେଣି । ତେବେ ପରିବାର ଲୋକ କହିଛନ୍ତି ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ବ୍ୟକ୍ତି ଙ୍କର ସନ୍ଧାନ ପାଆନ୍ତି ତେବେ ଏହି ନମ୍ବର ରେ କଲ୍ କରି ବାକୁ ଅନୁରୋଧ। 6371491040 କିମ୍ୱା 7077858600

MORE NEWS