Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

କବିସୂର୍ଯ୍ୟନଗର: ବେଗୁନିଆପଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

Kabisuryanagar, Ganjam | Oct 19, 2025
ମା ହେଉଛି ପିଲାମାନଙ୍କର ପ୍ରଥମ ଗୁରୁ, ସେହି ଦୃଷ୍ଟିରୁ ବେଗୁନିଆପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ଦିନ ଶିଶୁ ବାଟିକାର ମାଆ ମାନଙ୍କୁ ନେଇ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସରୋଜିନୀ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପଦ୍ମାଳୟା ପଣ୍ଡା, ଖଲ୍ଲିକୋଟ ସଂକୁଳ ପ୍ରମୁଖା ରୀତା ମହାରଣା, ସମ୍ପାଦକ ଏମ ଘନଶ୍ୟାମ ପାତ୍ର, ସଦସ୍ୟା ସୁମତି ରାଣୀ ସାହୁ ଯୋଗଦେଇ ଶିଶୁ ମନ୍ଦିର ର ଶିକ୍ଷା ପଦ୍ଧତି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

MORE NEWS