ଧାମନଗର: ଦୋବଲ ପଞ୍ଚାୟତର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ଆଜି ଅପରାହ୍ନରେ ଦୋବଲ ପଞ୍ଚାୟତର ନନ୍ଦିପୂର ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ବିଧାୟକ ନନ୍ଦିପୂର ଗ୍ରାମର ମନିନ୍ଦ୍ର ପାଣିଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଦୋବଲ ସରପଞ୍ଚ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।