ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲୋକସେବା ଭବନ ଘେରାଉବେଳେ ଆହତ ହୋଇ ଆପୋଲୋ ହସ୍ପିଟାଲ ଆଇସିୟୁରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ
Bhubaneswar M Corp, Khordha | Jul 16, 2025
ବିଜୁ ଜନତା ଦଳ ପକ୍ଷରୁ ଆଜି ଲୋକସେବା ଭବନ ଘେରାଉବେଳେ ଘଟିଛି ବଡ଼ ଅଘଟଣ । ଘେରାଉରେ ସାମିଲ ଥିବା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଆହତ ହେବା...