ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକ ଉତ୍ସବର ପାଳନ ଅବସରରେ ଡୁଙ୍ଗୁରିପାଲି ଖଣ୍ଡର RMC ଠାରେ ଏକ ସଭା କାର୍ଯ ଅନୁଷ୍ଠିତ ହୋଇଥିଲା। RMC ଠାରୁ ବସ୍ତି ପର୍ଯନ୍ତ ପଥ ସଞ୍ଚାଳନ ଘୋଷ ବାଦ୍ୟ ସହ ପରିକ୍ରମା ହୋଇଥିଲା। ପରେ ପରେ ସଭା କାର୍ଯ ଆୟୋଜନ କରା ଯାଇଥିଲା, ଏଥିରେ ଡ.ସୁଭାଷ ଚନ୍ଦ୍ରପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ,l ମା. ରାଧା ବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ,l ଖ