ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରୁ ବାଇକ ଚୋରି ଘଟଣାରେ ଜଣେ ଯୁବକକୁ ଗିରଫ କରିଛି କଳିଙ୍ଗନଗର ପୋଲିସ । ସୂଚନା ମୁତାବକ କଳିଙ୍ଗନଗର ଥାନା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରୁ ବାଇକ ଚୋରି ଘଟଣାରେ କଳିଙ୍ଗନଗର ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର ରାତି 8 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି ।