ରାଉରକେଲା ମ୍ୟୁନିସିପାଲଟି: ୪୦ ଲକ୍ଷ ଠକି ବନ୍ଧା ହେଲେ ଯୁବକ, ଜୟପୁରରୁ ଯୁବକଙ୍କୁ ଉଠାଇ ନେଲା ରାଉରକେଲା ଛେଣ୍ଡ୍ ଥାନା ପୋଲିସ
୪୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗରେ ବନ୍ଧା ହେଲେ ଜଣେ ଯୁବକ। କୋରାପୁଟ ଜୟପୁରରୁ ଉଠାଇ ନେଲା ରାଉରକେଲା ଛେଣ୍ଡ୍ ଥାନା ପୋଲିସ।ଶତାଧିକ ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିଥିଲେ ଗିରଫ ଯୁବକ। ଗିରଫ ଅଭିଯୁକ୍ତ ଯୁବକକୁ ରାଉରକେଲା ଆଣି ପଚରାଉଚରା କରୁଛି ପୋଲିସ ।ମଂଗଳବାର ଅପରାହ୍ନରେ ଛେଣ୍ଡ ଥାନା ପରିସରରେ ପୋଲିସ୍ ଏସ୍ ଡି ପିଓ ଏହି ସୂଚନା ଦେଖିଛନ୍ତି ଏସଡିପିଓ ।