ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ଭାବେ ପରିଚିତ ବ୍ରହ୍ମପୁର ବଡ ଡାକ୍ତର ଖାନା। ହେଲେ ଏଠାରେ ପ୍ରତିଦିନ ସମସ୍ୟା ଲାଗି ରହୁଛି । ବିଭିନ୍ନ ସମସ୍ୟା ଯୋଗୁଁ ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସଠିକ୍ ଭାବେ କାର୍ଯ୍ୟ ହେଉନଥିବା ଯୋଗୁଁ ଏପରି ସମସ୍ୟା ଲାଗି ରହୁଥିବା କୁହାଯାଇଛି ।ତେବେ ଅପରେସନ ବେଳେ ହୋଇଗଲା ଅନ୍ଧାର। ଯାହାର ଭିଡିଓ ମଂଗଳବାର ସଂଧ୍ୟାରେ ଭାଇରାଲ ହେଉଛି।