Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ସର୍ପ ଦଂଶନ ରେ ୨ ଅସୁସ୍ଥ ଭୀମ ଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Sep 14, 2025
ସର୍ପଦଂଶନରେ ୨ ଅସୁସ୍ଥ , ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାରେ ସର୍ପଦଂଶନରେ ଦୁଇଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଲୋଇସିଂହା ବ୍ଲକ ଅନ୍ତର୍ଗତ ଗୋପାଳ ପୁର ଗ୍ରାମର ବଦ୍ରିକା ଭୋଇଙ୍କୁ ବିଷାକ୍ତ ସାପ ଦଂଶନ କରିଥିବା ବେଳେ, ମଲମୁଣ୍ଡା ଗ୍ରାମର ସୁରେଶ ପଟେଲଙ୍କୁ ଅଜଣା ସର୍ପ ଦଂଶନ କରିଥିବା କଥା ଜଣାପଡ଼ିଛି । ଦୁଇଜଣଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଆଜି ୧୦ଟା ସମୟରେ ମେଡିକାଲ ସୂତ୍ର ରୁ ମିଳିଥିବା ଖବର ଅନୁସାରେ ସେମାନଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

MORE NEWS