ବାଲିଗୁଡା ମଦ ଦକାନ ଆଗରେ ହାଇଡ୍ରାମା, ଖେଳନା ବନ୍ଧୁକ ଦେଖାଇ ସମ୍ବାଦିକ ଙ୍କୁ ଧମକ, ଏହିଭଳି ଘଟଣା ଟି ବୁଧବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ଘଟିଛି, ସୁଚନା ମୁତାବକ ବାଲିଗୁଡା ବିହାରୀ ମଦ ଦକାନ ଆଗରେ କୈଣସି କାରଣ ରୁ ମଦ୍ଯପାନ କରି କଛି ଯୁବକ ରାସ୍ତା ଛାଡିନଥିଲେ ତେବେ ସେହି ସମୟରେ ସେହି ରାସ୍ତାରେ ଏକ ସାମ୍ବାଦିକ ଆସୁଥିଲେ, ସେହି ମଦ୍ୟପି ମାନଙ୍କୁ ରାସ୍ତା ଛାଡିବା ପାଇଁ କହିଥିଲେ କିନ୍ତୁ ଉକ୍ତ ମଦ୍ୟପାନ କରିଥିବା, ଯୁବକ ମାନେ ଏକ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ , ଯାହାକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ପୁଲିସ କୁ ଖବର ପରେ ପୁଲିସ ଆ