ଫୁଲବାଣୀ ସଦର ଥାନା ଅଞ୍ଚଳୟେ କ ଟାକ୍ଟର ଓଲଟି ଡ୍ରାଇଭର ସମେତ 3ଗୁରୁତର, ଏହି ଘଟଣା ଟି ଗୁରବାର ଅପରାହ୍ନ 3ଘଣ୍ଟିକା ସମୟରେ ଘଟିଛି ଧୁବଗଡ ରୁ ଇଟା ନେଇ ଆସୁଥିବା ବେଳେ ପୁତୁଡିଛକ ରେ ଓଲଟିବା ଫଳରେ 4ଜଣ ଗୁରୁତର ହଇଛନ୍ତି, ସଦର ଥାନା ପକ୍ଷରୁ ସମ୍ବିତ କୁମାର ବେହଜରା ଘଟଣା ସ୍ଥଳରେ ପହଞ୍ଚି 4ଜଣକୁ ଉଦ୍ଧାର କରି ଫୁଲଵାଣି ଚିକିତ୍ସାଳୟ ରେ ଭର୍ତି କରିଛନ୍ତି, ହରି ଶଙ୍କର ମଲିକ ଚାଳକ ସମେତ 3ଲେବର ଗୁରୁତର ଥିବା ଜଣା ପଡିଛି