ସିମୁଳିଆ: ସିମୁଳିଆ ବ୍ଲକ ରେ ଜନ ମଙ୍ଗଳ ଅଧିକାରୀ ବିଭାଗ ର ଡାଟାଏଣ୍ଟ୍ରି କର୍ମଚାରୀ 5 ହଜାର ଟଙ୍କା ଲାଞ୍ଚ ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
5 ହଜାର ଟଙ୍କା ଲାଞ୍ଚ ନେଉଥିବା ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ l ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗ ର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟରତ ବିଶ୍ୱରଞ୍ଜନ ପ୍ରଧାନ ଭଦ୍ରକ ଅଂଚଳ ରୁ ନରେଶ ମୁଦୁଲି ଏସିଏସଟି ବିଭାଘର ସାର୍ଟିଫିକେଟ ଆବେଦନ କରିବା କିଛି ଦିନ ତଳେ ଆସିଥିଲେ l ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବିଶ୍ୱ ରଞ୍ଜନ ପ୍ରଧାନ 5 ନରେଶ ଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ନରେଶ ଏ ବିଷୟ ଭଦ୍ରକ ଭିଜିଲାନ୍ସ ସହିତ ଆଲୋଚନା କରିବା ପରେ ଆଜି ଭଦ୍ରକ ଓ ବାଲେଶ୍ୱର 6 ଜଣିଆ ଭିଜିଲାନ୍ସ ଟିମ ଆଜି ଟଙ୍କା ନେଉଥିବା ଚଢ଼ାଉ କରିଥିଲେ l