ସୋହେଲା: ସୌମ୍ୟାଶ୍ରୀ ବିଶି ଙ୍କୁ ନ୍ୟାୟ ଦାବୀରେ ଆଜି ସୋହେଲା ଗାନ୍ଧୀ ଛକ ରେ AAP ସୋହେଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ
Sohela, Bargarh (Baragarh) | Jul 20, 2025
ବାଲେଶ୍ବର FM କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ଦାବୀରେ ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଆଜି 7 PM.ସମୟରେ ସୋହେଲା AAP ତରଫରୁ...