କଣ୍ଟାମାଳ: ସାହାଜପାଲ ନିକଟରେ ଜାତୀୟ ରାଜପଥ ପାର୍ଶ୍ୱରୁ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ
ମଙ୍ଗଳବାର ବୌଦ୍ଧ ତହସିଲ ଅନ୍ତର୍ଗତ ଜାତୀୟ ରାଜପଥ ନଂ 57 ର ପାର୍ଶ୍ବରେ ସାହାଜ ପାଲ ନିକଟରେ ହୋଇଥିବା ଜବର ଦଖଲକୁ ଉଚ୍ଛେଦ ଆରମ୍ଭ କରିଛି ବୌଦ୍ଧ ତହସିଲ ପ୍ରଶାସନ l ତହସିଲଦାର ଅନୀତl କୁମାରୀ ସାହୁ, ଅତିରିକ୍ତ ତହସିଲଦାର ମହମ୍ମଦ ରୋଜାଏ ରସୁଲ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରା, ରାଜସ୍ୱ ନିରୀକ୍ଷକ, ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l