ଜି ଉଦୟଗିରି: କଳିଙ୍ଗା ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଜି ଉଦୟଗିରି ଥାନାରେ ଅନୁଷ୍ଠିତ ହୋଇଅଛି
କଳିଙ୍ଗା ଠାରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଜି ଉଦୟଗିରି ଥାନାରେ ଅନୁଷ୍ଠିତ ହୋଇଅଛି. ଉପ ଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି ଙ୍କ ଅଧ୍ୟକ୍ଷତା ରେ ଥାନା ଅଧୁକାରୀ ବିଜୟ କୁମାର ସ୍ୱାଇଁ ଙ୍କ ସମତେ ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ. ସମସ୍ତ ନିୟମ ମାନିବା ସହ ଶାନ୍ତି ଶୃଙ୍ଖଳା ସହ କିପରି ସମାପନ ହେବ ସେ ଉପରେ ଆଲୋଚନା ହୋଇଥିଲା. ଅଶ୍ଳୀଳ ନୃତ୍ୟ ଓ ଡ଼ି ଯେ କୁ ସମ୍ପୂର୍ଣ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା.