ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବସ ଷ୍ଟାଣ୍ଡ ଠାରେ ଭବ୍ୟ ସମାରୋହରେ ଚାଲିଛି ମାଁ କାଳୀଙ୍କର ପୂଜା
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବସ ଷ୍ଟାଣ୍ଡ ଠାରେ ଭବ୍ୟ ସମାରୋହରେ ଚାଲିଛି ମାଁ କାଳୀଙ୍କର ପୂଜା। ତେବେ ମାଁ କାଲି ଅନ୍ଧାରରୁ ଆଲୁଓକୁ ନେବାର ଦେବୀ ସେଥିପାଇଁ ମାଙ୍କୁ କଠୋର ସାଧନା କଲେ ମାଙ୍କର ଆଶୀର୍ବାଦ ପ୍ରାପ୍ତି ହେଲେ ବଡ଼ ବଡ଼ ବିପତ୍ତିରୁ ବିଶ୍ୱାସ ରହେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଆଜି ସନ୍ଧ୍ୟା ଛଅଟା ସମୟରେ ପାରମ୍ପରିକ ବାଜା ଏବଂ ମନ୍ତ୍ରରେ କମ୍ପୁଛି ମାଙ୍କ ପୂଜା ମଣ୍ଡପ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ସମେତ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।