ନର୍ଲା: ଗ୍ରାମ ପଞ୍ଚାୟତ ନର୍ଲା ପକ୍ଷରୁ ମା ଙ୍କ ନାମରେ ଗୋଟିଏ ଗଛ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ବୁଧବାର ଦିନ ସକାଳ ଦଶ ଘଣ୍ଟା ସମୟରେ ଗ୍ରାମ ପଞ୍ଚାୟତ ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରିପାଳ ଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଅବସରରେ ମା ଙ୍କ ନାମରେ ଏକ ଗଛ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ