ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା civics ସେଣ୍ଟର ଠାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ
ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ 'ବିଶ୍ବାସର ଆତ୍ମଲିପି' ନାଟକ ମଞ୍ଚସ୍ଥ ରାଉରକେଲା: ଆଜି ଗୁରୁବାର ଦିନ ୭ଟା ସମୟରେ ସେକ୍ଟର ୫ ସ୍ଥିତ civics ସେଣ୍ଟର ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଏକାଦଶ ଦିବସରେ ସ୍ବସ୍ତିଝଙ୍କାର ର ବିଶ୍ବାସ ର ଆତ୍ମଲିପି ମଞ୍ଚସ୍ଥ ହୋଇଯାଇଛି। ବିଭୁ ପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିପିୟୁଟି ର କୁଳପତି ପ୍ରଫେସର. ଅମୀୟ କୁମାର ରଥ ଯୋଗ