ରେଢାଖୋଲ: ରେଢ଼ାଖୋଲ ସହରର ମୁଖ୍ୟ ଛକରେ ଥିବା ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ଠାରେ ଆଜିଠୁ ଜଳିବ ଅଖଣ୍ଡ ଦୀପ
Rairakhol, Sambalpur | Jul 31, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ ଛକ ଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ଠାରେ ଗୁରୁବାର ସକାଳେ ଆରମ୍ଭ ହୋଇଛି ଅଖଣ୍ଡ...