ସୋନପୁର: ରାମେଶ୍ୱର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି ଗୃହରକ୍ଷୀ ଲିଖିତ ପରୀକ୍ଷା।
ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସକାଳ ୮.୩୦ ଯାଏଁ ରାମେଶ୍ୱର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି ଗୃହରକ୍ଷୀ ଲିଖିତ ପରୀକ୍ଷା। ମୋଟ ୯୨ ଟି ଗୃହରକ୍ଷୀ ପଦବୀ ପାଇଁ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ ୪ ହଜାର ୨ ଶହ ୭୭ ଜଣ ପରୀକ୍ଷାର୍ଥୀ ସାମିଲ ଯୋଗ୍ୟ ବିବେଚିତ ହୋଇଥିଲେ। ସହରର ରାମେଶ୍ବର ଷ୍ଟାଡିୟମ୍ ରେ ଆଜି ସକାଳ ୪ ଟାରୁ ପଡିଆରେ ପ୍ରବଳ ଭିଡ଼ ଲାଗି ରହିଥିଲା। ପଡିଆକୁ ପିଲାଙ୍କୁ ଛଡାଯିବର ସମୟ । ୬.୩୦ ଭିତରେ ଥିବା ବେଳେ ତା ପରେ ଫାଟକ ବନ୍ଦ ହୋଇଥିଲା। ତେବେ ୭ ରୁ ୮.୩୦ଭିତରେ ପରୀକ୍ଷା ଶେଷ ହୋଇଥିଲା।ଏଥିପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବା ସହ ସିସି କ୍ୟାମେରା ଓ ଡ୍ରୋନ