ଭୋଗରାଇ: ଜୟରାମପୁରରେ ହେଟାବାଘ ବାହାରିବା ନେଇ ଲୋକଙ୍କ ଅଭିଯୋଗ, ଖଣ୍ଡନ କରି ଲୋକଙ୍କୁ ଭୟଭୀତ ନହେବାକୁ ଅପିଲ କଲା ବନ ବିଭାଗ
Bhograi, Balasore | Jul 7, 2025
ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମରେ ଗତକାଲି ରାତିରେ ହେଟାବାଘ ବାହାରିବା ନେଇ ଲୋକ ମାନେ ଅଭିଯୋଗ କରିଥିଲେ । ଖବର ପାଇ ଉଦୟପୁର ବନବିଭାଗ ପହଂଚି...