Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ମିଳିତ ମିଳିତ ଜନ ଶୁଣାଣି ଅନୁଷ୍ଠତ, ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ଗାଁ ଲୋକେ

Kotpad, Koraput | Nov 10, 2025
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ କୌଣସି ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଛି l କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ଏଗାର ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ମିଳିତ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୋଟ 60ଟି ଅଭିଯୋଗ ଥିଲା l ସାମହିକ 32ଗୋଟି ଅଭିଯୋଗ ଥିବା ବେଳେ ବ୍ୟଙ୍କ୍ତିଗତ 28ଟି ଥିଲା l କିନ୍ତୁ ଏହି ମିଳିତ ଜନ ଶୁଣାଣି କେବଳ ନାଁ କୁ ମାତ୍ର ହେଉଛି ବୋଲି ଅଭିଯାଣିଛନ୍ତି ଗ୍ରାମବାସୀ l ଅଭିଯୋଗର କୌଣସି ସମସ୍ୟା  ସମାଧାନ ହେଉନି ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l

MORE NEWS