ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ସଭା ଗୃହ ଠାରେ ନୂତନ ଭତା ବଣ୍ଟନ କାର୍ଯ୍ୟକ୍ରମ
ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଆଜି 22 ତାରିଖ ବୁଧବାର ସକାଳ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ୨୮ ଟି ଗ୍ରା.ପ ର ବିଧବା ମାଁ, ଦିବ୍ୟାଙ୍ଗ ଭାଇ ଭଉଣୀ, ତୃତୀୟ ଲିଙ୍ଗ,ପରିତ୍ୟକ୍ତା,ବୟସ୍କ ଗୁରୁଜନ ସମେତ ସର୍ବମୋଟ ୩୧୦ ଜଣଙ୍କୁ ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାର ଙ୍କ ଯୋଜନା ରେ ସାମିଲ କରି ଭତ୍ତା ପ୍ରଦାନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, ବିଡ଼ିଓ ତ୍ରିପୁରା ମହାନନ୍ଦ,ଏବିଡ଼ିଓ ବିଜୟ କୁମାର ,ବିଏସଏସଓ ଚନ୍ଦନ କୁମାର ବିହାରୀ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ବରିଷ୍ଠ ସରପଞ୍ଚ ଓ ବହୁ ଲୋକ