ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୯୬ ଗ୍ରାମ ନିକଟରେ ଆଳୁ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଘଟିଛି
Malkangiri, Malkangiri | Aug 19, 2025
ମାଲକାନଗିରି ଜିଲ୍ଲା ଏମଭି ୯୬ ଗ୍ରାମ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣା ଘଟିଛି। ଟ୍ରକ ଟି କାଲିମେଳା ଅଭିମୁଖେ ଆସୁଥିବା ବେଳେ...