ରାଇରଙ୍ଗପୁର ସହର: ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ବିଶ୍ଵକର୍ମା ଯୋଜନା କୁ ନେଇ କର୍ମଶାଳା,ଯୋଗ ଦେଲେ ସାଂସଦ ଓ ବିଧାୟକ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ଆଜି ଦିବା ୧୨ ଘଟିକା ସମୟରେ କେନ୍ଦ୍ର ସରକାର ଙ୍କ ବିଶ୍ଵକର୍ମା ଯୋଜନା କୁ ନେଇ ଏକ କର୍ମଶାଳା ଅନୁଷ୍ଟିତ ହେଇ ଯାଇଛି।ଏହି କର୍ମଶାଳା ରେ ବିଶ୍ଵକର୍ମା ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ସାଂସଦ ନବ ଚରଣ ମାଝି ଓ ବିଧାୟକ ଜୋଲେନ ନାଏକ୍।ଏହି କାର୍ଯ୍ୟକ୍ରମରେ ଡି ଆଇ ସି ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।