ପଟ୍ଟାଙ୍ଗୀ: ଥୁବା ଗ୍ରାମରେ ହିନ୍ଦୁ ମୁସଲିମ ସଦସ୍ୟ ମାନେ ମିଳି ମିଶି ପାଳନ କଲେ କାଳୀ ପୂଜା,ଭକ୍ତଙ୍କ ବଡୁଛି ଭିଡ
ଭାଇ ଚାରା ର ଗ୍ରାମ ଥୁବା ଠାରେ ଚଳିତ ବର୍ଷ ମହା ଆଡମ୍ବର ରେ ମା କାଳୀ ପୂଜା ଅନୁଷ୍ଠିତ ହେଇଯାଇ ଅଛି l ସୁନ୍ଦର ସାଜ୍ ସଜା ନେଇ ପ୍ରଥମ ଥର ଏହି ପରି ପୂଜା ଅନୁଷ୍ଠିତ ହେଉଥିବା ବେଳ ଆଖ ପାଖ ଭକ୍ତ ଶ୍ରଦ୍ଧାଳୁ ସହ ଦର୍ଶକ ଙ୍କ ଭିଡ ଦେଖିବାକୁ ସଂଧ୍ଯା ୫ଟା ସମୟରେ ମିଳିଛି l ତୁର୍କୀ ଥୁବା ଓ ପାଇକ ଥୁବା ର ମିଳିତ ଉଦ୍ୟମ ରେ ଏହି ପରି ପୂଜା ଆୟୋଜନ କରାଯାଇ ଥିବା କୁହାଯାଉଛି lକାଳୀ କୁ ଉଭୟ ହିନ୍ଦୁ ଓ ମୁସଲମାନ ସଦସ୍ୟ ମାନେ ମିଳି ମିଶି ଆୟୋଜନ କରିଥିବା ରୁ ଭାଇ ଚାରା ର ପରିଚୟ ଦେଇ ଥୁବା ଗ୍ରାମର ଟେକ୍ କରିଛନ୍ତି ବୋଲି କୁହା ଯାଉଛି l