ବଲାଙ୍ଗୀର ଖଲିଆ ପାଲି ପଞ୍ଚାୟତ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମେଛା ପାଲି ଗ୍ରାମରୁ ଆସିଛି ସଙ୍ଗୀନ ତଥା ସାଙ୍ଘାତିକ ଅଭିଯୋଗ।ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଘଟଣା ବିଷୟ ରେ ବୁଝୁଛି ଭଳି ପ୍ରତିକ୍ରିୟା ଦେଉଥିବା ବେଳେ ସ୍ଥାନୀୟ ସରପଞ୍ଚ କାର୍ଯ୍ୟ ବ୍ୟସ୍ଥତା କହି ପ୍ରତିକ୍ରିୟା ଦେଇ ନାହାଁନ୍ତି। ସେପଟେ ମେଛା ପାଲି ଗ୍ରାମବାସୀ ସଙ୍ଗୀନ ଅଭିଯୋଗ କରି ଘଟଣା ର ସତ୍ୟାସତ୍ୟ ଦାବୀ କରିଛନ୍ତି।ଏବଂ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ନେଇ ଗ୍ରାମ ବାସି ଆଜି ଅପରାହ୍ନ ୩ଟା ସମୟ ରେ ମତ ପ୍ରକାଶ କରିଛନ୍ତି।