ସୋନପୁର: ସହଲା ଠାରେ ସୁବର୍ଣ୍ଣପୁର ଜିଲ୍ଲା ବିଝାଲ ସମ୍ପରଦାୟର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଠାରେ ବିଂଝାଲ ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଥମେ କୂଳଦେବୀଙ୍କ ଠାରେ ପୂଜାର୍ଜନ ପୂର୍ବକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ କିଭଳି ତୃଣମୂଳ ସ୍ତରୀୟ ସଂଗଠନକୁ ମଜବୁତ କରି ସମାଜର ଅବହେଳିତ ଲୋକଙ୍କୁ ସରକାରୀ ସୁବିଧା, ଏବଂ ଆଦିବାସୀଙ୍କର ହକ ପାଇଁ ସରକାରଙ୍କର ଠାରେ ଦାବି ଜଣେଇ ସମାଜକୁ କିଭଳି ଆଗକୁ ନିଆହେବ ସେଉପରେ ବିସ୍ତୃତ ଆଲୋଚ