ବୀରମହାରାଜପୁର: ବିନିକା ସହରର ପାଣି ଟାଙ୍କି ନିକଟରେ ଓଲଟିଲା ବାଲି ବୋଝେଇ ହାଇୱା ,ଚାଲକ ଆହତ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଣି ଟାଙ୍କି ନିକଟରେ ବାଲି ବୋଝେଇ ବାଇୱା ଦୁର୍ଘଟଣା,ଚାଲକ ଆହତ l ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 6ଟା 30ମିନିଟ ସମୟରେ ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିବା ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଦୁର୍ଘଟଣା ପରେ ଚଳକଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖନନରେ ଭର୍ତ୍ତି କରାଯାଇଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଦଣ୍ଟ ଜାରି ରଖିଛି l