ବାରିପଦା ମ୍ୟୁନିସିପାଲଟି: ବାରିପଦା ସହର ସ୍ଥିତ ବାରିପଦା ଟାଉନ ଓ ଭଞ୍ଜପୁର ପୋଲିସ ଷ୍ଟେସନ ଠାରେ ଏକ ପେଡ଼, ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ନେଇ ସେବା ପକ୍ଷ ପାଳନ କରାଯାଉଥିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜାରିରହିଥିବା “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ ବାରିପଦା ସହରର ବାରିପଦା ଟାଉନ ଓ ଭଞ୍ଜପୁର ପୋଲିସ ଷ୍ଟେସନ ଠାରେ ଦିନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି ।