ଫୁଲବାଣୀ ସହର: ଜିଲ୍ଲା ପାରମ୍ପାରିକ ଲୋକ କଳା ମହୋତ୍ସବ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି।ଜିଲ୍ଲା ପାରମ୍ପାରିକ ଲୋକ କଳାକାର ଯୋଗ ଦେଲେ
ଜିଲ୍ଲା ପାରମ୍ପାରିକ ଲୋକ କଳା ମହୋତ୍ସବ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି।ଜିଲ୍ଲା ପାରମ୍ପାରିକ ଲୋକ କଳାକାର ସଂଘର ବହୁ କଳାକାର ଯୋଗ ଦେଇଥିଲେ। ଉକ୍ତୁର୍ଷ୍ଟ ମାନ ର କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଓ ବହୁ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ। 1