ଝାରସୁଗୁଡା ଜିଲ୍ଲା ରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପୁର ରେଳ ଓଭରବ୍ରିଜ ଲାଗିଥିବା ଲାଇଟ ଦୀର୍ଘ ଛଅ ମାସ ହେଲା ଜଳୁନଥିବା ପ୍ରସଙ୍ଗକୁ ନେଇ ଆଜି ସକାଳ ଦଶଟା ସମୟରେ ପ୍ରତିକ୍ରିୟା ରଖିଲେ ରାଜପୁର ର ପୁଵର୍ତନ ସମିତି ସଭ୍ୟ ଗଣେଶରାମ ବାଗ। ରାଜପୁର ରେଳ ଓଭଟବ୍ରିଜ ରେ ଲାଇଟ ଜଳୁନଥିବା କାରଣରୁ ପ୍ରାୟତଃ ଛୋଟ ବଡ଼ ଦୁର୍ଘଟଣା ପରିଲକ୍ଷିତ ହୋଇଥାଏ ଏବଂ ଦୀର୍ଘ ୬ ମାସ ହେବ ଲାଇଟ ଜଳୁନଥିବା ବେଳେ ଅଭିଯୋଗ କଲେ ସୁଦ୍ଧା ଏହାର ସମାଧାନ ନହେବା ଦୁଃଖର ବିଷୟ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ଝାରସୁଗୁଡା ବ୍ଳକର ବିଭିନ୍ନ ପଞ୍ଚାୟତ ବାସୀ ଓ ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ଜନସାଧାରଣ