ରେଢ଼ାଖୋଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ବହୁଦିନର ଦାବି ପୁରଣ ହୋଇଛି । ରେଢାଖୋଲ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଆସନ୍ତା ଏପ୍ରିଲ ମାସରୁ ଭୀମଭୋଇ ମହାବିଦ୍ୟାଳୟରେ ଅସ୍ଥାୟୀ ଭାବରେ ପ୍ରଥମ ଶ୍ରେଣୀରୁ ପାଠ ପଢା ଆରମ୍ଭ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିବା ପରେ ଗୁରୁବାର ଅପରାହ୍ନରେ ମିନି ଷ୍ଟାଡିୟମରେ ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସଂଗଠନ ଯଥା ଓକିଲ ସଂଘ , ପ୍ରେସ କ୍ଲବ , ସ