କାକଟପୁର: ଗାଡି ଚୋରି ଅଭିଯୋଗ ରେ କାକଟପୁର ଥାନା ପୋଲିସ ଜଣକୁ ଗିରଫ କରି ଅଦାଲତ ଚାଲାଣ କରିଛି
Kakatpur, Puri | Sep 16, 2025 ଗାଡି ଚୋରି ଅଭିଯୋଗରେ ଯୁବକ ଗିରଫ :-ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସ ବାଇକି ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ସେପ୍ଟେମ୍ବର ୧୪ତାରିଖ କାକଟପୁର ପ୍ରାଚୀ ବିହାର ଅଂଚଳରୁ ଚନ୍ଦ୍ରଶେଖର ପରିଡା ଙ୍କ ଭଡାଘରୁ କୌଣସି ଦୁର୍ବୁତ୍ତ କବାଟ ଭାଙ୍ଗି ବାଇକି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କାକଟପୁର ଥାନା ଏ ଏସ ଆଇ ରମେଶ ଚନ୍ଦ୍ର ନିଶାଙ୍କ ସେପ୍ଟେମ୍ବର ୧୫ତାରିଖରେ ଅଭିଯୋଗ ପାଇବା ପରେ ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲା ଗଡ଼ମାଣତୀରପୁର ଅଞ୍ଚଳ ଯୁବକ ଗଗନ ବିହାରୀ ଛୁଆଳସିଂ (୪୬)ପ୍ରାଚୀ ବିହାର, କାକଟପୁର ରେ ରହ