ବଲାଙ୍ଗୀର: ଚନ୍ଦନଭାଟିରେ 'ଏକ ପେଡ ମା' କେ ନାମ' କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ
ବଲାଙ୍ଗିର ଚନ୍ଦନଭାଟିରେ ଆୟୋଜିତ ଏକ ପେଡ ମା' କେ ନାମ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ। ପ୍ରକୃତି ସୁରକ୍ଷା ଓ ପରିବେଶ ସନ୍ତୁଳନ ପାଇଁ ସମସ୍ତଙ୍କୁ ଗଛ ଲଗାଇବାର ଆହ୍ୱାନ କରି ସେ ପ୍ରତିକ୍ରିୟା ରଖିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ, ଅଧିକାରୀ ଓ ସାଧାରଣ ଲୋକଙ୍କର ବିଶେଷ ସହଭାଗୀତା ଦେଖାଗଲା।