ହୁମା ଛକରେ ଟୋକନ, ମିଲର୍ ଙ୍କ କଟଣୀ ଛଟଣୀର ସ୍ଥୟୀ ସମାଧାନ ପାଇଁ ରାସ୍ତା ରୋକ.ଜିଲ୍ଲା ଚାଷୀ କମିଟି ଆବାହକତ୍ୱରେ ଶୁକ୍ରବାର ସକାଳେ ୧୧ ଟା ରୁ ଅନିର୍ଦିଷ୍ଟ କାଳ ପାଇଁ ସୋନପୁର - ସମ୍ବଲପୁର ୧୫ ନ ରାଜ୍ୟ ରାଜପଥ ର ହୁମାଛକ ଠାରେ ରାସ୍ତା ରୋକ କରିଛନ୍ତି ଅଞ୍ଚଳର ଚାଷୀମାନେ ।ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ୨୦ ଦିନ ବିଲମ୍ବରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ମିଳାର୍ସ ଧାନ ନେବା କୁ ମନ କରିବା ଏବଂ ପରେ ଟୋକନ୍ ନ ଆସିବା ଯୋଗୁ ଚାଷୀମାନେ ପ୍ରାୟ ଅମଲ କରି ସାରିଥିବା ଧାନ କୁ ବିକ୍ରି କରିବା କୁ ନେଇ ହଇରାଣ ହରକତ ହେଲେ,ପରେ ଯେଉ ଧାନ ମିଲ କୁ ଗଲା ସେଥିରେ ନାନା ଆଳ ଦେଖାଇ