Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଖଲ୍ଲିକୋଟ୍: ଜଙ୍ଗଲ ଜମି ପଟ୍ଟା ଯୋଗାଇବା ଦାବୀ କରି ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ଙ୍କ ବିକ୍ଷୋଭ ପ୍ରଦର୍ଶନ

Khalikote, Ganjam | Oct 22, 2025
ବାଦପଲ୍ଲୀ ପଞ୍ଚାୟତର ୧୧ ଖଣ୍ଡ ଗାଁ ର ପ୍ରାୟ ୪୦୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆଜି ଦିନ ସାଢ଼େ ୧୧ ଟା ସମୟରେ ଖଲ୍ଲିକୋଟ ମର୍ଦ୍ଦରାଜ ଶିଶୁ ପ୍ରମୋଦ ଉଦ୍ୟାନ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ରେ ବାହାରି ଖଲ୍ଲିକୋଟ ବନାଞ୍ଚଳ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ମାନଙ୍କୁ ଜମି ଚିହ୍ନଟ କରି ଏଯାବତ ପଟ୍ଟା ବଣ୍ଟନ କରାଯାଇନଥିବାରୁ ପ୍ରତିବାଦ କରିଥିଲେ ।

MORE NEWS