ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଦାଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମାସର ପ୍ରତ୍ୟେକ ସୋମବାର ଦିନ ବିଭିନ୍ନ ପଞ୍ଚାୟତ ରେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଗ୍ରହଣ କରିଥାନ୍ତି ପ୍ରଶାସନ ଅଧିକାରୀ ସେହପରି ଆଜି ବଡ଼ ବାଦାଙ୍ଗି ଠାରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ତନ୍ମୟ କୁମାର ପାତ୍ର ଙ୍କ ଉପସ୍ଥିତ ରେ ପଞ୍ଚାୟତ ବାସୀ ନିଜ ନିଜ ଅଭିଯୋଗ ପ୍ରଦାନ କରିଥିବା ସୂଚନା ରହିଛି।