କଟକ ପୌରାଞ୍ଚଳ: କଟକ ସଦର ଝାରକଟା ଆଇନ ପଠା ରେ ବୁଧବାର ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ‘ଏକ୍ ପେଡ୍ ମା କେ ନାମ୍’ ବା ‘ମା ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଛନ୍ତି, ତାହା ଦ୍ୱାରା ଜନ୍ମଦାତ୍ରୀ ମାତା ଓ ଧରିତ୍ରୀ ମାତା ପ୍ରତି ଆମେ ଆମର ମୌଳିକ ଦାୟିତ୍ୱ ପ୍ରତି ସଚେତନ ହୋଇପାରିଛୁ ଏବଂ ଆଜି ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।ମୋଦୀଜୀଙ୍କ ୭୫ତମ ଜନ୍ମଦିନ ପରିପ୍ରେକ୍ଷୀରେ କଟକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରକଟା ପଞ୍ଜାୟତ ଅଇନି ପଠା ଠାରେ ବୁଧବାର ଦିନ ୩ଟାରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିବା ସହ ଉତ୍ସାହିତ କରିଥିଲେ