ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଜସ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ନାଉଗାଁ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜସ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ନାଉଗାଁ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ l ସୂଚନା ମୁତାବକ ଆଜି ନାଉଗାଁ ମେଡିକାଲ ପରିସରରେ ଭାରତୀୟ ଜନତା ପାର୍ଟି ର ନାଉଗାଁ ର ଦୁଇ ମଣ୍ଡଳ ସଭାପତି ମନୋଜ ପରିଡା ଓ ନିଗମାନନ୍ଦ ପରିଡା ଙ୍କ ନେତୃତ୍ୱ ରେ ଅନ୍ୟ ବରିଷ୍ଠ ବିଜେପି କର୍ମୀ ମାନଙ୍କୁ ନେଇ ନାଉଗାଁ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା l