ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପ୍ରଶାସନ ଦ୍ବାରା ମା ପୁଅ ଗିରଫ ହୋଇ ଜେଲ ଯାଇଥିବା ଖବର ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ପ୍ରଶାସନ ଦ୍ବାରା ମା ପୁଅ ଗିରଫ ହୋଇ ଜେଲ ଯାଇଥିବା ଖବର ଜଣାପଡିଛି । ଏହି ଖବର ଆଜି ଦିନ 9 ଘଣ୍ଟ ସମୟରେ ଜଣାପଡିଥିବା ବେଳେ ନରେନ୍ଦ୍ରପୁର ଗ୍ରାମର ଏକ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଖବର ଜଣାପଡିଛି । ଦିଗପହଣ୍ଡି ଥାନା କେସ ନମ୍ବର 367/25 ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।