ସୋନପୁର: ବଡ ଖମାରରେ ତ୍ରିପୁରାଶୁର ଦରବାରର ଦ୍ୱତୀୟ ରଜନୀର ନାଟକ ମଞ୍ଚସ୍ଥ, ଉପଭୋଗ କଲେ ଶହ ଶହ ଦର୍ଶକ
ସୂଚନା ଅନୁସାରେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଯଟେସିଙ୍ଗା ଗ୍ରାମ ପଞ୍ଚାୟତର ବଡ ଖମାର ଠାରେ 13 ତମ ସାର୍ବଜନୀନ କାଳୀପୂଜା ଉପଲକ୍ଷେ ଦର୍ଶକଙ୍କ ମନରଞ୍ଜନ ସକାଶେ ତ୍ରିପୁରାଶୁର ଦରବାରର ଆୟୋଜନ ହୋଇଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 12.30 ମିନିଟ ପର୍ଯ୍ୟନ୍ତ ଦ୍ୱତୀୟ ରଜନୀ ର ନାଟକ ମଞ୍ଚସ୍ଥ ହୋଇଯାଇଛି l ମହାରାଜ ତ୍ରିପୁରାଶୁର ଭୂମିକାରେ ପ୍ରଖ୍ୟାତ ମଞ୍ଚ ଅଭିନେତା ଶ୍ରୀମାନ ମନରଞ୍ଜନ ଚିରଗୁନ ଅଭିନୟ କରୁଥିବା ବେଳେ, ତାଙ୍କର ଚମତ୍କାର ଅଭିନୟ