ଜୟପୁର ଫୁଲବାଡ଼ ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୃଷକ ଉତ୍ପାଦକ କମ୍ପାନୀ ସଦସ୍ୟଙ୍କ ମାନଙ୍କର ଦକ୍ଷତା, ନେତୃତ୍ୱ ଏବଂ କମ୍ପାନୀ ପରିଚାଳନା ସମ୍ଭନ୍ଧୀୟ ଏକ ଦୁଇ ଦିନିଆ ତାଲିମ ଶିବିର ଆଜି ଅପରାହ୍ନ 4ଟା 30 ମିନିଟ ସମୟରେ ଉଦଯାପିତ ହୋଇଛି । ଏହି ତାଲିମ ଶିବିରରେ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାର ପାଞ୍ଚଟି ଚାଷୀ ଉତ୍ପାଦକ ସଂଗଠନ ରୁ ୨୦ ଜଣ ନିର୍ଦ୍ଦେଶକ ମଣ୍ଡଳୀ ଭାଗ ନେଇଥିଲେ। ଅଂଶଗ୍ରହଣକାରୀମାନେ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ଏବଂ ଉତ୍ପାଦକ କମ୍ପାନୀଗୁଡ଼ିକୁ ପରିଚାଳନା କରିବା ପାଇଁ ଆବଶ୍ୟକ ବିଭିନ୍ନ ଆଇନଗତ ପ୍ରକ୍ରିୟା ବିଷୟରେ ତାଲିଦିଆଯାଇଛି l