ଫୁଲବାଣୀ ସହର: ପବିତ୍ର ଗୋବର୍ଦ୍ଧନ ଉଛବ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
ପବିତ୍ର ଗୋବର୍ଦ୍ଧନ ଉଛବ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଜି ଉଦୟଗିରି ଜଗନ୍ନାଥ ମନ୍ଦିର ରେ 540 ଆଳତୀ ମହାପ୍ରଭୁ ଙ୍କୁ ସମର୍ପଣ କରାଯାଇଅଛି।ଏହା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଅଛି।