ଜୁଜୁମୁରା: ଯୁଯୁମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ନୁଆମୁଣ୍ଡା ଗାଁ ରେ ଏଲପିଜି ସୁରକ୍ଷା ଶିବିର ଅନୁଷ୍ଠିତ
ସମ୍ବଲପୁର ଯୁଯୁମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ନୁଆମୁଣ୍ଡା ଗାଁ ରେ ସୋମବାର ଦିନ ସକାଳେ ମାନେଶ୍ୱର ଏଲପିଜି ବିତରକ ପକ୍ଷରୁ ସୁରକ୍ଷିତ ଗ୍ୟାସ ବ୍ୟବହାର କରିବା ପାଇଁ ଏକ ସଚେତନତାକୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମର ଅଙ୍ଗନବାଡି କର୍ମୀ ଆଶାଦିଦି ୱାଡ ମେମ୍ବର ଙ୍କ ସମେତ ଗ୍ରାମର ମହିଳା ମାନେ ଯୋଗଦେଇଥିଲେ ।