ଗଛାପଡା ଥାନା ଅଞ୍ଚଳରେ 145ଏକର ଜମି ରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛଳ୍ତି ଗଛାପଡା ପୁଲିସ, ଏହି ଚଢାଉ ଟି ଶୁକ୍ରବାର ସକାଳ 8ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 4ଘଣ୍ଟିକା ପଯ୍ଯନ୍ତ ଚାଲୁ ରହିଥିଲା, କନ୍ଧମାଳ SP ଙ୍କ ନିର୍ଦେଶ କ୍ରମେ ଏବଂ ଥାନା ଅଧିକାରୀ ଗପିନାଥ ଙ୍କ ନେତୣତରେ କଟ୍ରିଙ୍ଗିଆ ପଞ୍ଚାୟତ ର ଟାଡେରି, ପାଲଚି ଏବଂ କୁଡାଲି ର ଜଙ୍ଗଲ ଅଞ୍ଚଳର ରୁ ନଷ୍ଟ କରାଯାଇଥିବା ନେଇ ସୁଚନା ମିଳଛି